ତ୍ରିଲୋଚନା Trilochanā

  • ସଂ. ବି. ସ୍ତ୍ରୀ (ତ୍ରିଲୋଚନ+ସ୍ତ୍ରୀ. ଆ) — ପାର୍ବତୀ; ଦୁର୍ଗା — Durgā; Pārbatī
  • ସଂ. ବିଣ. ସ୍ତ୍ରୀ — ତ୍ରିଲୋଚନର ସ୍ତ୍ରୀଲିଙ୍ଗ — Feminine of Trilochana