ତ୍ରିଲୋଚନ ଦ୍ୱିଜ Trilochana dwija

  • ଦେ. ବି. (ନାମ) — ପ୍ରାଚୀନ ଓଡ଼ିଆ କବିବିଶେଷ — Name of an ancient Orissa poet
  • ଦେ. ବି. (ନାମ) — [ଦ୍ର—ଏ ପଦ୍ମପୁରାଣାନ୍ତର୍ଗତ ପ୍ରାଚୀନମାହାତ୍ମ୍ୟର ଉତ୍କଳାନୁବାଦ କରି ଥିଲେ। ଏ ଭକ୍ତ ଜଗନ୍ନାଥ ଦାଶଙ୍କ ପରବର୍ତ୍ତୀ ବା ସମସାମୟିକ ଲେଖକ ଅଟନ୍ତି। ଜଗବନ୍ଧୁ ପ୍ରାଚୀନ ଉତ୍କଳ।]