ତୋମରଧର Tomaradhara

  • ସଂ. ବି (ତୋମର+ଧୃ. ଧାତୁ=ଧାରଣ କରିବା+ କର୍ତ୍ତୃ. ଅ) — ଅଗ୍ନି ଦେବତା — The God of fire
  • ସଂ. ବି (ତୋମର+ଧୃ. ଧାତୁ=ଧାରଣ କରିବା+ କର୍ତ୍ତୃ. ଅ) — ଅଗ୍ନି — Fire
  • ସଂ. ବିଣ — ତୋମରଧାରୀ; ଯେ ତୋମର ଅସ୍ତ୍ର ଧାରଣ କରିଥାଏ — Holding a javellin