ତୋୟକୃଚ୍ଛ୍ର Toyakṛuchhra

  • ସଂ. ବି (ମ. ପ. ଲୋ; ତୋୟ=ପାନରୂପ+କୃଚ୍ଛ୍ର= ବ୍ରତ) — ଜଳମାତ୍ର ପାନ କରି ଜୀବନଧାରଣ ରୂପ ପ୍ରାୟଶ୍ଚିତ୍ତ ବ୍ରତ — A penance consisting of living on a diet of water only
  • ସଂ. ବି (ମ. ପ. ଲୋ; ତୋୟ=ପାନରୂପ+କୃଚ୍ଛ୍ର= ବ୍ରତ) — [ଦ୍ର—ଏଥିରେ ଏକ ମାସ ପର୍ଯ୍ୟନ୍ତ କେବଳ ଜଳପାନ କରି ରହିବାକୁ ହୁଏ—ହି. ଶବ୍ଦସାଗର]