ତୋବାତୋବା Tobātobā

  • ବୈଦେ. ଅ (ଆ) (ମୁସଲମାନୀ ଭାଷା) — ତୋବା (ଦେଖ) — Tobā (See)
  • ବୈଦେ. ଅ (ଆ) (ମୁସଲମାନୀ ଭାଷା) — ଆଖୁନ୍ଜି ଧଡ଼ ପଡ଼ ହୋଇ ଉଠି ପଡ଼ି "ତୋବା ତୋବା" କହି ଦାଢ଼ି ଝାଡ଼ିବାକୁ ଲାଗିଲେ। ଫକୀରମୋହନ ଛମାଣ ଆଠଗୁଣ୍ଠ।