ତୋମର Tomara

  • ସଂ. ବି—(ତୁ=ହିଂସା କରିବା+ମୃ. ଧାତୁ+କରଣ. ଅ; ବା; ତମ୍ ଧାତୁ=ଗ୍ଳାନି କରିବା+ଅର) — ହସ୍ତକ୍ଷେପ୍ୟ ତୀକ୍ଷ୍ଣାଗ୍ର ଲୌହାସ୍ତ୍ରବିଶେଷ; ତେଣ୍ଟା; ବର୍ଚ୍ଛା; ଭାଲୀ — Javellin; an iron crow; lance
  • ସଂ. ବି—(ତୁ=ହିଂସା କରିବା+ମୃ. ଧାତୁ+କରଣ. ଅ; ବା; ତମ୍ ଧାତୁ=ଗ୍ଳାନି କରିବା+ଅର) — ରୁଷ୍ଟି ଶକତି ଗଦା ତୋମର ପଟ୍ଟିଶ ପଡ଼ନ୍ତେ ଅଗ୍ନିପରି ଦେଖିଲାଟି ବୃଶ—କୃଷ୍ଣସିଂହ, ମହାଭାରତ. ଦ୍ରୋଣ।
  • ସଂ. ବି—(ତୁ=ହିଂସା କରିବା+ମୃ. ଧାତୁ+କରଣ. ଅ; ବା; ତମ୍ ଧାତୁ=ଗ୍ଳାନି କରିବା+ଅର) — [ଦ୍ର—ଏହା ଅଗ୍ନିଦେବଙ୍କ ଅସ୍ତ୍ର। ଏଥିରେ ବେଣ୍ଟ ଲାଗିଥାଏ।]
  • ସଂ. ବି—(ତୁ=ହିଂସା କରିବା+ମୃ. ଧାତୁ+କରଣ. ଅ; ବା; ତମ୍ ଧାତୁ=ଗ୍ଳାନି କରିବା+ଅର) — ଖ୍ରୀଷ୍ଟ 8 ମ ଠାରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଦିଲ୍ଲୀରେ ରାଜତ୍ୱ କରୁଥିବା କ୍ଷତ୍ରିୟ ରାଜବଂଶ — ଖ୍ରୀଷ୍ଟ8ମ ଠାରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଦିଲ୍ଲୀରେ ରାଜତ୍ୱ କରୁଥିବା କ୍ଷତ୍ରିୟ ରାଜବଂଶ—. The name of a royal family of Kshatriyas who reigned over Delhi between the eighth and the twelfth century A. D