ତେଲଙ୍ଗା Telaṅgā
- ଦେ. ବି. ପୁଂ (ସଂ. ତ୍ରୈଲିଙ୍ଗ; ତ୍ରିକଳିଙ୍ଗ) — ଦକ୍ଷିଣ ଭାରତର ଦେଶବିଶେଷ; ଆନ୍ଧ୍ର ଦେଶ; ଉତ୍କଳର ଦକ୍ଷିଣ କର୍ଣ୍ଣାଟ ଉପକୂଳସ୍ଥ ଦେଶ — The Telgu country; the Carntic
- ଦେ. ବି. ପୁଂ (ସଂ. ତ୍ରୈଲିଙ୍ଗ; ତ୍ରିକଳିଙ୍ଗ) — ଦକ୍ଷିଣ ଭାରତୀୟ ଜାତିବିଶେଷ — The Telgu people
- ଦେ. ବି. ପୁଂ (ସଂ. ତ୍ରୈଲିଙ୍ଗ; ତ୍ରିକଳିଙ୍ଗ) — ତ୍ରୈଲିଙ୍ଗ ଜାତୀୟ ବ୍ଯକ୍ତି — A Telgu
- ଦେ. ବି. ପୁଂ (ସଂ. ତ୍ରୈଲିଙ୍ଗ; ତ୍ରିକଳିଙ୍ଗ) — ତ୍ରୈଲିଙ୍ଗ ଭାଷା — The Telgu language
- ବିଣ — ତ୍ରୈଲିଙ୍ଗ ଦେଶୀୟ — Pertaining to the Telgu country, language or people