ତେଲଙ୍ଗୀ ବାଜା Telaṇgī bājā

  • ଦେ. ବି (ସଂ. ତୈଲଙ୍ଗୀୟ ଓ ବାଦ୍ୟ) — 2 ଟି ଢୋଲ 2 ଟି ମହୁରୀ ଓ ହଳେ ଝାଞ୍ଜ ଏପରି ଅନ୍ତତଃ 5 ପ୍ରକାର ଯନ୍ତ୍ର ସଂବଳିତ ବାଦ୍ୟ — 2ଟି ଢୋଲ2ଟି ମହୁରୀ ଓ ହଳେ ଝାଞ୍ଜ ଏପରି ଅନ୍ତତଃ5ପ୍ରକାର ଯନ୍ତ୍ର ସଂବଳିତ ବାଦ୍ୟ—A concert performed by 5 instruments (viz. 2 drums; 2 trumpets and 1 pair of cymbals) originally introduced in Orissa from the Deccan
  • ଦେ. ବି (ସଂ. ତୈଲଙ୍ଗୀୟ ଓ ବାଦ୍ୟ) — ମେଘ ବରଷିଲେ ଟପର ଟପର କେଶର ମାଇଲା ଗଜା, କେଉଁ ରାଇଜରେ ରହିଲେ ମୋ ରାଜା ତେଲଙ୍ଗୀ ବାଇଦ ବଜା। ଶିଶୁଗୀତ।
  • ଦେ. ବି (ସଂ. ତୈଲଙ୍ଗୀୟ ଓ ବାଦ୍ୟ) — [ଦ୍ର—ସଂଭବତଃ ଏ ବାଦ୍ୟ ତେଲଙ୍ଗା ଦେଶର ଦେଖାଦେଖି ପ୍ରଥମେ ଓଡ଼ିଶାରେ ଚଳିବାରୁ ଏହି ନାମ; ଏଥିର 2 ଟି ମହୁରୀ ମଧ୍ୟରୁ ଗୋଟିଏ ଗୀତର ରାଗ ଅନୁସାରେ ବାଜେ ଓ ଆଉ ଗୋଟିଏ କେବଳ ଧାରାବାହିକ ଅଖଣ୍ଡ ସ୍ୱରରେ ବଜାଯାଉଥାଏ। ଗୋଟିଏ ଢୋଲ ମହୁରିରେ ବୋଲା ଯାଉଥିବା ସ୍ୱର ଅନୁସାରେ ତାଳକ୍ରମେ ବଜାଯାଉଥାଏ। ଆଉ ଗୋଟିଏ ଢୋଲର ଡାହାଣପାଖେ ତାଳ କ୍ରମେ କାଠି ଆଘାତ କରାଯାଉଥାଏ ଓ ବାଆଁ ପାଖ ଖଣ୍ଡିଏ ପାତିଆ ଭଳିଆ କାଠି ଦ୍ୱାରା ଘଷା ହୋଇ ଭ୍ରମର ପରି ଭଅଁ ଭଅଁ ଶବ୍ଦ କରୁଥାଏ। ଏକତ୍ରବାଦିତ ତେଲିଙ୍ଗୀବାଜାର 5 ଟି ଯନ୍ତ୍ର ଶ୍ରୃତିମଧୁର ଅଟେ।] — [ଦ୍ର—ସଂଭବତଃ ଏ ବାଦ୍ୟ ତେଲଙ୍ଗା ଦେଶର ଦେଖାଦେଖି ପ୍ରଥମେ ଓଡ଼ିଶାରେ ଚଳିବାରୁ ଏହି ନାମ; ଏଥିର2ଟି ମହୁରୀ ମଧ୍ୟରୁ ଗୋଟିଏ ଗୀତର ରାଗ ଅନୁସାରେ ବାଜେ ଓ ଆଉ ଗୋଟିଏ କେବଳ ଧାରାବାହିକ ଅଖଣ୍ଡ ସ୍ୱରରେ ବଜାଯାଉଥାଏ ଗୋଟିଏ ଢୋଲ ମହୁରିରେ ବୋଲା ଯାଉଥିବା ସ୍ୱର ଅନୁସାରେ ତାଳକ୍ରମେ ବଜାଯାଉଥାଏ ଆଉ ଗୋଟିଏ ଢୋଲର ଡାହାଣପାଖେ ତାଳ କ୍ରମେ କାଠି ଆଘାତ କରାଯାଉଥାଏ ଓ ବାଆଁ ପାଖ ଖଣ୍ଡିଏ ପାତିଆ ଭଳିଆ କାଠି ଦ୍ୱାରା ଘଷା ହୋଇ ଭ୍ରମର ପରି ଭଅଁ ଭଅଁ ଶବ୍ଦ କରୁଥାଏ ଏକତ୍ରବାଦିତ ତେଲିଙ୍ଗୀବାଜାର5ଟି ଯନ୍ତ୍ର ଶ୍ରୃତିମଧୁର ଅଟେ]
  • ଦେ. ବି (ସଂ. ତୈଲଙ୍ଗୀୟ ଓ ବାଦ୍ୟ) — ଶୁଣନ୍ତି ମଣନ୍ତି କାହୁଁ ଭିଆଇଲା ଅନଙ୍ଗ ତେଲଙ୍ଗୀ ବାଦ୍ୟ। ଭଞ୍ଜ. ଲାବଣ୍ୟବତୀ।