ତେଲଗୁଣି Telaguṇi

  • ଦେ. ବି — ତେଲୁଣୀ (ଦେଖ) — Teluṇī (See)
  • ପ୍ରାଦେ. (ଗଡ଼ଜାତ) ବି — ବନ୍ୟବୃକ୍ଷବିଶେଷ — Aegiceras Majus
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏହା 18 ଫୁଟରୁ 20 ଫୁଟ ପର୍ଯ୍ୟନ୍ତ ବଢ଼େ।] — [ଦ୍ର—ଏହା18ଫୁଟରୁ20ଫୁଟ ପର୍ଯ୍ୟନ୍ତ ବଢ଼େ]