ତେଲଚିକିଟ Telachikiṭa

  • ଦେ. ବି — ତୈଳ ଲାଗିବାଯୋଗୁଁ ବସ୍ତ୍ରାଦିର ବର୍ଣ୍ଣର ମଳିନତା — Greasiness; discolouring due to a cloth being smeared with oil
  • ଦେ. ବି — ତୈଳଲେପ ଯୋଗୁଁ କୋଣସି ବସ୍ତୁରେ ଉତ୍ପାଦିତ ଚିକ୍ଣତା — Oiliness; brightness due to application of oil over a thing; a state of being too much oiled
  • ବିଣ — ତୈଳାକ୍ତ ହେବାରୁ ମଳିନତା ପ୍ରାପ୍ତ — Discoloured by the application of too much oil; greasy with oil; soiled with oil