ତେଲ ଦେବା Tela debā

  • ଦେ. କ୍ରି — ତେଲ ଲଗାଇବା (ଦେଖ) — Tela lagāibā (See)
  • ଦେ. କ୍ରି — ଲଣ୍ଠନ ବା ଦୀପରେ ଜଳାଇବା ତେଲ ପୂରାଇବା — To put oil into a lamp