ତେଲ ବାହାର କରାଇବା Tela Bāhāra karāibā
- ଦେ. କ୍ରି — ତେଲ ବାହାର କରିବା କ୍ରିୟାର ଣିଜନ୍ତ ରୂପ — The causative form of the 'Tela bāhāra karibā'
- ଦେ. କ୍ରି — (ଲକ୍ଷଣାର୍ଥ) କଠିନ ପରିଶ୍ରମ କରାଇ ଥକାମରା କରି ଦେବା — (figurative) To cause a person to be tired by excessive labour