ତେଲ କୋରୁହାଁ Tela koruhāñ

  • ପ୍ରାଦେ (ଗଡ଼ଜାତ) ବି — ଏକ ଜାତୀୟ ନୀତିଦୀର୍ଘ ବନ୍ୟବୃକ୍ଷ — The torch tree; Ixora Parviflora (Haines)
  • ପ୍ରାଦେ (ଗଡ଼ଜାତ) ବି — [ଦ୍ର— ଏଥିର କାଠରେ ପଟା ଓ କୁରାଢ଼ି ବାରଶୀ ଆଦିର ବେଣ୍ଟ ହୁଏ। ଏଥିର କାଠ ଟାଣୁଆ ଓ ଚିକ୍କଣ; ଏଥିର ଫୁଲ ରକ୍ତବର୍ଣ୍ଣ, ଚତୁର୍ଦ୍ଦଳ ଓ ପେନ୍ଥା ପେନ୍ଥା ଓ ଫୁଲର ଡେମ୍ଫ ନଳାକାର।]