ତେଲ ପେଡ଼ିବା Tela peṟḍ̠ibā
- ଦେ. କ୍ରି — ଘଣା ସାହାଯ୍ଯରେ ତୈଳବୀଜାଦିରୁ ତେଲ ବାହାର କରିବା — To press oil seeds in a mill in order to get oil; to squeeze out oil from oil seeds
- ଦେ. କ୍ରି — [ଦ୍ର—ଏ ଶବ୍ଦ ଭାଷାର ବିଶେଷତ୍ୱ, ତେଲୀ ତୈଳବୀଜ ପେଡ଼ି ତେଲ ବାହାର କରେ, କିନ୍ତୁ ତେଲକୁ ପେଡ଼େ ନାହିଁ।]