ତେଣ୍ଟା Teṇṭā
- ଦେ. ବି. (ସଂ. କଣ୍ଟକ) — ବଡ଼ ମାଛକୁ ବିଦ୍ଧ କରିବା ନିମନ୍ତେ ବ୍ଯବହୃତ ମୁନିଆଁ ଶସ୍ତ୍ର; ମୁନା — A harpoon
- ଦେ. ବି. (ସଂ. କଣ୍ଟକ) — କଷ୍ଟ; ଦୁଃଖ — Trouble
- ଦେ. ବି. (ସଂ. କଣ୍ଟକ) — ତଣ୍ଟା; ଜଞ୍ଜାଳ; ହେଙ୍ଗାମା; ଅଡ଼ୁଆ — Confusion; complication
- ଦେ. ବି. (ସଂ. କଣ୍ଟକ) — ଆପଦ୍ — Crisis; danger
- ଦେ. ବି. (ସଂ. କଣ୍ଟକ) — ତେଣ୍ଟା ବାଡ଼ି (ଦେଖ) — Teṇṭābāṟḍ̠i (See)
- ଦେ. ବିଣ. ପୁଂ (ସଂ. ଧୃଷ୍ଟ) — ଚେଣ୍ଟା (ଦେଖ) — Cheṇṭā (See)
- ଦେ. ବିଣ. ପୁଂ (ସଂ. ଧୃଷ୍ଟ) — ଅଳପ ତେଣ୍ଟା ମାଇପ ଖେଣ୍ଟା ମଠୁଆ ବଳଦ ଯାର ଯମ ଘର ଯାଇ ବି ଫଳ ହେବ ନିତି ମରଣ ତାର—ଢଗ।