ତେଣୁକରି Teṇukari

  • ଦେ. ଅ — ସେହି ହେତୁରୁ; ସେହି କାରଣରୁ — For that reason; therofore
  • ଦେ. ଅ — ବିଷୟ ଅନ୍ତରେ ମନ ନ ଗମିବା ପାଇଁ ତେଣୁକରି ମଧ୍ୟରେ ଅନ୍ତର ରଖି ନାହିଁ। ଶିଶୁଶଙ୍କର ଉଷା ଅଭିଳାଷ।