ତେଣୁ Teṇu

  • ଦେ. ଅ — ସେହିଆଡ଼ୁ; ସେହିଦିଗରୁ — From that
  • ଦେ. ଅ — ବିପରୀତ ଦିଗରୁ — From opposite direction
  • ଦେ. ଅ — (ଏଣୁ ପଠଉଣୀ ତେଣୁ ପଠାଣ— କାଞ୍ଜିକି ବୋଇଲେ ପଢ୍ କୁରାଣ—କାଞ୍ଜୀଗୀତ।)
  • ଦେ. ଅ — ତେଣୁକରି (ଦେଖ) — Teṇukari (See)