ତେଣିକି Teṇike
- ଦେ. ଅ — ସେହି ଦିଗକୁ — To that side
- ଦେ. ଅ — ସେହି ଆଡ଼କୁ — To that quarter
- ଦେ. ଅ — ତେମନ୍ତ ଭଲ ଲାଗିବାର ତେଣିକି ଥାଉ। ରାଧାନାଥ. ବିବେକୀ।
- ଦେ. ଅ — ସେହି ସ୍ଥାନକୁ — To that place
- ଦେ. ଅ — ଯାହା ଗଲାଣି ତା ଯାଉ ତେଣିକି ବନ୍ଧ ବାନ୍ଧିଥାଅ ପାଣି ରହୁ ଏଣିକି । ଢଗ।
- ଦେ. ଅ — ତତ୍ପରେ — After that