ତୃଣ୍ୟା Tṛuṇyā

  • ସଂ. ବି. ସ୍ତ୍ରୀ. (ତୃଣ+ସମୂହାର୍ଥେ ଯ+ସ୍ତ୍ରୀ. ଆ) — ଘାସ ବା କୁଟା ଗଦା — A heap of straw or hay; hay-stack