ତୃଣୀକୃତ Tṛuṇīkṛuta

  • ସଂ. ବିଣ. (ତୃଣ+ଅଦ୍ଭୂତ ତଦ୍ଭାବେ. ଚ୍ୱି+କୃତ) — ଯାହାକୁ ତୃଣବତ୍ ହୀନ ଜ୍ଞାନ କରାଯାଇ ଥାଏ — Treated with contempt
  • ସଂ. ବିଣ. (ତୃଣ+ଅଦ୍ଭୂତ ତଦ୍ଭାବେ. ଚ୍ୱି+କୃତ) — ଯାହାକୁ ଅନ୍ଯ କେହି ଘୋଡ଼ାଇ ପକାଏ — Eclipsed; obscured