ତୃତୀୟ ପୁରୁଷ Trutīya purusha

  • ସଂ. ବି. (ବ୍ୟାକରଣ) — ଆମ୍ଭେ ଓ ତୁମ୍ଭେ ଛଡ଼ା ଅନ୍ଯ ବ୍ଯକ୍ତି ବା ବସ୍ତୁ ବାଚକ ପଦ (ସେ, ତାହା) — Third person in grammar (e.g. He, she, it)
  • ସଂ. ବି. (ବ୍ୟାକରଣ) — ବାହାରର ଲୋକ; ନିଃସମ୍ପର୍କୀୟ ଲୋକ — An outsider; disinterested person