ତୃଣାସନ Tṛuṇāsana

  • ସଂ. ବି—(ମ. ପ. ଲୋ; ତୃଣ+ଆସନ) — ତୃଣ— ରଚିତ ଆସନ — A bed of straw or grass
  • ସଂ. ବି—(ମ. ପ. ଲୋ; ତୃଣ+ଆସନ) — ଚଟେଇ; ସପ ମସିଣା; ମୁନ୍ଦୁରା; ପରୁଡ଼ି; ହେଁସ — A reed mat