ତୁଲେଇବା Tuleibā

  • ଦେ. କ୍ରି. (ତୁଳ. ତା—ତୁଲେଇ=ଶେଷକରିବା) — କୌଣସି କାର୍ଯ୍ୟକୁ ସମାଧାନ କରିବା — To accomplish a work; to bring a thing to its conclusion
  • ଦେ. କ୍ରି. (ତୁଳ. ତା—ତୁଲେଇ=ଶେଷକରିବା) — ପଡ଼ିଲେ କଷ୍ଟକାର୍ଯ୍ୟ ଦେବି ମୁଁ ତୁଲାଇ। କୃଷ୍ଣସିଂହ. ମହାଭାରତ. ବନ ।
  • ଦେ. କ୍ରି. (ତୁଳ. ତା—ତୁଲେଇ=ଶେଷକରିବା) — କୌଣସି ଆପଦ ବା ଘଟନାକୁ ସମ୍ଭାଳିବା — To cope with an emergency or difficulty
  • ଦେ. କ୍ରି. (ତୁଳ. ତା—ତୁଲେଇ=ଶେଷକରିବା) — ଦାୟିତ୍ୱ ବା କର୍ତ୍ତବ୍ୟ ନିଷ୍ପନ୍ନ କରିବା; ଚଳାଇ ନେବା — To discharge a duty or onus or responsibility
  • ଦେ. କ୍ରି. (ତୁଳ. ତା—ତୁଲେଇ=ଶେଷକରିବା) — ପାଞ୍ଚ ପାଇଟି ଭାଇମାନେ ତୁଲାନ୍ତି। କୁନ୍ତଳାକୁମାରୀ, ନଅତୁଣ୍ଡୀ।
  • ଦେ. କ୍ରି. (ତୁଳ. ତା—ତୁଲେଇ=ଶେଷକରିବା) — ସମାନ କରିବା — To equilise; to smooth
  • ଦେ. କ୍ରି. (ତୁଳ. ତା—ତୁଲେଇ=ଶେଷକରିବା) — ସମତଳବିଶିଷ୍ଟ କରିବା — To level up; to smooth
  • ଦେ. କ୍ରି. (ତୁଳ. ତା—ତୁଲେଇ=ଶେଷକରିବା) — ଏକବସ୍ତୁ ଅନ୍ୟବସ୍ତୁ ସଙ୍ଗେ ସମାନ ହେବାପରି କରିବା — To cause a thing to tally with another thing
  • ଦେ. କ୍ରି. (ତୁଳ. ତା—ତୁଲେଇ=ଶେଷକରିବା) — ତୁଲ୍ୟ ହେବା — To be equal to
  • ଦେ. କ୍ରି. (ତୁଳ. ତା—ତୁଲେଇ=ଶେଷକରିବା) — ହେ ଭଲ କହିବା ବର କାହିଁ ଲକ୍ଷ୍ୟ ସୁକାନ୍ତିକି ଆଉ ତୁଲାଇ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ଦେ. କ୍ରି. (ତୁଳ. ତା—ତୁଲେଇ=ଶେଷକରିବା) — ତୁଳନା କରିବା — To compare
  • ଦେ. କ୍ରି. (ତୁଳ. ତା—ତୁଲେଇ=ଶେଷକରିବା) — ହୁଁ ହୁଁ ହୁଁ ହୁଁ ନା ନା ମଲି ଇଷି ଭାଷାକୁ କିସ ତୁଲାଇବ। ଭଞ୍ଜ. ପ୍ରେମସୁଧାନିଧି।