ତୁଲ୍ୟ Tulya

  • ସଂ. ବିଣ (ତୁଳା=ସାଦୃଶ୍ୟ+ସମ୍ମିତାର୍ଥେ. ଯ) — ଅନୁରୂପ; ସଦୃଶ — Similar; resembling
  • ସଂ. ବିଣ (ତୁଳା=ସାଦୃଶ୍ୟ+ସମ୍ମିତାର୍ଥେ. ଯ) — ସମ; ସମାନ — Equal