ତୁଲେ Tule

  • ଦେ. କ୍ରି. ବିଣ (ସଂ. ତୁଲ୍ୟ) — (ଅନ୍ଯ ବ୍ଯକ୍ତିର) ସହିତରେ — With
  • ଦେ. କ୍ରି. ବିଣ (ସଂ. ତୁଲ୍ୟ) — ସଞ୍ଜବେଳରୁ କଞ୍ଜ ଫୁଟିବା ଯାଏ, କୁଞ୍ଜଗୃହେ ତୋ ତୁଲେ ପରା ଲାଗେ ଲୋ। କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. କ୍ରି. ବିଣ (ସଂ. ତୁଲ୍ୟ) — (ଅନ୍ଯ ବସ୍ତୁର) ସହିତରେ; ସଙ୍ଗେ — With; together with
  • ଦେ. କ୍ରି. ବିଣ (ସଂ. ତୁଲ୍ୟ) — ଘୋଟି କିତବମୂଳ, ଘୋରି ଘୋର ଜାଙ୍ଗଲ, ଗରଳ ତୁଲେ ତାହା ପିଇଲୁରେ— କବିସୂର୍ଯ୍ୟ. କିଶୋରୀଚମ୍ପୂ ଘ. ଗୀତ।
  • ଦେ. କ୍ରି. ବିଣ (ସଂ. ତୁଲ୍ୟ) — ତୁଲ୍ୟ; ପ୍ରକାରେ; ପରି; ସମାନରେ — Equally with; like
  • ଦେ. କ୍ରି. ବିଣ (ସଂ. ତୁଲ୍ୟ) — ସୁକୁମାରୀ ପଣେ ନଳିନୀ ତୁଲେ କେ ଅଛି ଆନ—ରାଧାନାଥ. ଚନ୍ଦ୍ରଭାଗା।