ତୁଲେଣ Tuleṇa

  • ଦେ. (ପଦ୍ଯ) ଅ — ସଙ୍ଗେ; ସହିତ — With
  • ଦେ. (ପଦ୍ଯ) ଅ — ଠାରେ; ନିକଟରେ — At; near
  • ଦେ. (ପଦ୍ଯ) ଅ — ରାଧା ବଚନ ଅନ୍ତରେଣ ଦୂହିତା ଶ୍ରୀକୃଷ୍ଣ ତୁଲେଣ ସମ୍ବାଦ—ପ୍ରାଚୀ. ରସବାରିଧ।