ତୀକ୍ଷଣ Tīkshaṇa

  • ଗ୍ରା. (ପଦ୍ଯ) ବିଣ — ତୀକ୍ଷ (ଦେଖ) — Tīksha (See)
  • ଗ୍ରା. (ପଦ୍ଯ) ବିଣ — ଏହିକ୍ଷଣି ତୀକ୍ଷଣ କାଣ୍ଡରେ ତୋ ମୁଣ୍ଡ—କୃଷ୍ଣସିଂହ. ମହାଭାରତ. ବନ।
  • ଦେ. ବି — ତୀକ୍ଷ୍ଣତା — Sharpness
  • ଦେ. ବି — ଈକ୍ଷଣଶର କଟାକ୍ଷ ତୀକ୍ଷଣ କହି କପାଳ ସାର ସାରଙ୍ଗ ନିକଟ ତହିଁ—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ ।