ତୀକ୍ଷ୍ଣ କଣ୍ଟକ Tīkshṇa kaṇṭaka
- ସଂ. ବି. (ବହୁବ୍ରୀହି; ତୀକ୍ଷ୍ଣ+କଣ୍ଟକ) — ଧାତୁରା ଗଛ; ଦୁଦୁରା — The Dhāturā plant
- ସଂ. ବି. (ବହୁବ୍ରୀହି; ତୀକ୍ଷ୍ଣ+କଣ୍ଟକ) — ଇଙ୍ଗୁଦୀ ଗଛ (ଦେଖ) — Iṅgudī tree (See)
- ସଂ. ବି. (ବହୁବ୍ରୀହି; ତୀକ୍ଷ୍ଣ+କଣ୍ଟକ) — ବଂଶ; ବାଉଁଶ — Bamboo
- ସଂ. ବି. (ବହୁବ୍ରୀହି; ତୀକ୍ଷ୍ଣ+କଣ୍ଟକ) — (କର୍ମଧାରୟ) ଦାଢୁଆ କଣ୍ଟା — Sharp pointed thorn
- ସଂ. ବିଣ — ତୀକ୍ଷ୍ଣ କଣ୍ଟକ ଯୁକ୍ତ — Thorny