ତୀକ୍ଷ୍ଣ ଦନ୍ତ Tīkshṇa danta

  • ସଂ. ବି. (କର୍ମଧା; ତୀକ୍ଷ୍ଣ+ଦନ୍ତ) — ଦାଢୁଆ ଦାନ୍ତ — Sharp tooth
  • ସଂ. ବିଣ. (ବହୁବ୍ରୀହି) — ଦାଢୁଆଦାନ୍ତବିଶିଷ୍ଟ — Sharp-toothed