ତୀକ୍ଷ୍ଣ Tīkshṇa

  • ସଂ. ବିଣ (ତିଜ୍ ଧାତୁ+କର୍ତ୍ତୃ ସ୍ନ) — ଦାଢୁଆ; ଶାଣିତ — Sharp; whetted
  • ସଂ. ବିଣ (ତିଜ୍ ଧାତୁ+କର୍ତ୍ତୃ ସ୍ନ) — ରାଗା — Pungent
  • ସଂ. ବିଣ (ତିଜ୍ ଧାତୁ+କର୍ତ୍ତୃ ସ୍ନ) — ପ୍ରଖର; ତୀବ୍ର — Keen; acute
  • ସଂ. ବିଣ (ତିଜ୍ ଧାତୁ+କର୍ତ୍ତୃ ସ୍ନ) — ଚଞ୍ଚଳ; ଖର; ଅନଳସ — Active; quick
  • ସଂ. ବିଣ (ତିଜ୍ ଧାତୁ+କର୍ତ୍ତୃ ସ୍ନ) — ଉଷ୍ଣ — Warm; hot
  • ସଂ. ବିଣ (ତିଜ୍ ଧାତୁ+କର୍ତ୍ତୃ ସ୍ନ) — ରୁକ୍ଷ — Rude
  • ସଂ. ବିଣ (ତିଜ୍ ଧାତୁ+କର୍ତ୍ତୃ ସ୍ନ) — ବୁଦ୍ଧିମାନ — Intelligent
  • ସଂ. ବିଣ (ତିଜ୍ ଧାତୁ+କର୍ତ୍ତୃ ସ୍ନ) — ଆତ୍ମତ୍ୟାଗୀ — Self-denying
  • ସଂ. ବିଣ (ତିଜ୍ ଧାତୁ+କର୍ତ୍ତୃ ସ୍ନ) — ମୁନିଆଁ — Sharp-pointed
  • ସଂ. ବିଣ (ତିଜ୍ ଧାତୁ+କର୍ତ୍ତୃ ସ୍ନ) — କ୍ରୋଧୀ; ଚିଡଲ (ସ୍ୱଭାବ) — Irritable; irascible (nature)
  • ସଂ. ବିଣ (ତିଜ୍ ଧାତୁ+କର୍ତ୍ତୃ ସ୍ନ) — କର୍ଣ୍ଣକଟୁ (ସ୍ୱର) — Harsh (sound)
  • ସଂ. ବିଣ (ତିଜ୍ ଧାତୁ+କର୍ତ୍ତୃ ସ୍ନ) — ଉଗ୍ର; ପ୍ରଚଣ୍ଡ — Violent