ତାଳାନ୍ତ Tāḻānta

  • ସଂ. ବି. (ତାଳ+ ଅନ୍ତ) — ସଙ୍ଗୀତରେ ଦିଆଯିବା ତାଳର ବିରାମ — A rest in music
  • ଦେ. ବି — ଅତ୍ୟନ୍ତ କ୍ଳାନ୍ତି — Exhaustion
  • ଦେ. ବିଣ — ଆକ୍ରାନ୍ତ; ଅତି କ୍ଳାନ୍ତ — Overpowered; exhausted