ତାଳି ପକାଇବା Tāḻi pakāibā

  • ଦେ. କ୍ରି. — ଜୀର୍ଣ୍ଣବସ୍ତ୍ର ବା ଧାତୁ ପାତ୍ରର ଛିଦ୍ରରେ ନୂତନ ବସ୍ତ୍ର ବା ଧାତୁଖଣ୍ଡ ପକାଇବା; ଢାଳି ଦେବା — To patch up a garment or a metal pot