ତାଳସ୍ତନୀ Tāḻastanī

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ତାଳ+ସ୍ତନ+ସ୍ତ୍ରୀ. ଈ) — ତାଳ ଫଳ ପରି ପୃଥୁଳସ୍ତନଯୁକ୍ତା (ସ୍ତ୍ରୀ) — (women) Having breasts big like palm fruits
  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ତାଳ+ସ୍ତନ+ସ୍ତ୍ରୀ. ଈ) — ତାଳ ପୃଥୁଳ ବିଶାଳରୁଚି ହରିତାଳ ସୁଘଟିତ ତାଳସ୍ତନି ରେ। କବିସୂର୍ଯ୍ୟ. ସଙ୍ଗୀତ।