ତାପତ୍ରୟ Tāpa traya
- ସଂ. ବି (ତାପ+ତ୍ରୟ) — ତ୍ରିତାପ; ଆଧ୍ୟାତ୍ମିକ, ଆଧିଦୈବିକ ଓ ଆଧିଭୌତିକ ଦୁଃଖତ୍ରୟ; ସଂସାରରେ ମନୁଷ୍ୟ ପ୍ରତି ଘଟିବା ତ୍ରିବିଧ ଦୁଃଖ — The three classes of human sufferings (viz, those caused by the soul, by the gods and by the elements) according to the Hindus