ତାପମାନ ଯନ୍ତ୍ର Tāpamāna j̄antra

  • ସଂ. ବି. (ଆଧୁନିକ ବିଜ୍ଞାନ ପରିଭାଷା) — ଯେଉଁ ଯନ୍ତ୍ର ଦ୍ୱାରା ବସ୍ତୁର ବା ଦେହର ଉତ୍ତାପର ପରିମାଣ ଜଣାଯାଏ; ଥର୍ମୋମିଟର୍ — Thermometer