ତାପନ Tāpana
- ସଂ. ବି (ତପ୍ ଧାତୁ ଣିଜନ୍ତ ତାପି ଧାତୁ+କର୍ତ୍ତୃ. ଅନ) — ସୂର୍ଯ୍ୟ — The sun
- ସଂ. ବି (ତପ୍ ଧାତୁ ଣିଜନ୍ତ ତାପି ଧାତୁ+କର୍ତ୍ତୃ. ଅନ) — ସୂର୍ଯ୍ୟକିରଣ — Sun's rays
- ସଂ. ବି (ତପ୍ ଧାତୁ ଣିଜନ୍ତ ତାପି ଧାତୁ+କର୍ତ୍ତୃ. ଅନ) — ସୂର୍ଯ୍ୟକାନ୍ତ ମଣି — A kind of gem; sunstone
- ସଂ. ବି (ତପ୍ ଧାତୁ ଣିଜନ୍ତ ତାପି ଧାତୁ+କର୍ତ୍ତୃ. ଅନ) — କାମଦେବଙ୍କର ପଞ୍ଚବାଣ ମଧ୍ୟରୁ ଗୋଟିଏ — One of the five arrows of the God Cupid
- ସଂ. ବି (ତପ୍ ଧାତୁ ଣିଜନ୍ତ ତାପି ଧାତୁ+କର୍ତ୍ତୃ. ଅନ) — (+ଭାବ. ଅନ) ତାପଜନକ; ତାପ ଜନ୍ମାଇବା — The generation of heat
- ସଂ. ବି (ତପ୍ ଧାତୁ ଣିଜନ୍ତ ତାପି ଧାତୁ+କର୍ତ୍ତୃ. ଅନ) — କ୍ଳେଶ ଦେବା; ଉତ୍ପୀଡ଼ନ — Tormenting; oppression
- ସଂ. ବି (ତପ୍ ଧାତୁ ଣିଜନ୍ତ ତାପି ଧାତୁ+କର୍ତ୍ତୃ. ଅନ) — ଅର୍କ ଗଛ (ହି. ଶବ୍ଦସାଗର) — Calotropis Gigantea (plant)
- ସଂ. ବି (ତପ୍ ଧାତୁ ଣିଜନ୍ତ ତାପି ଧାତୁ+କର୍ତ୍ତୃ. ଅନ) — ଢୋଲ (ହି. ଶବ୍ଦସାଗର) — Drum
- ସଂ. ବି (ତପ୍ ଧାତୁ ଣିଜନ୍ତ ତାପି ଧାତୁ+କର୍ତ୍ତୃ. ଅନ) — ନରକ ବିଶେଷ (ହି. ଶବ୍ଦସାଗର) — One of the hells according to the Hindus
- ସଂ. ବି (ତପ୍ ଧାତୁ ଣିଜନ୍ତ ତାପି ଧାତୁ+କର୍ତ୍ତୃ. ଅନ) — ତନ୍ତ୍ରୋକ୍ତ ଅଭିଚାର ବା ପ୍ରୟୋଗ ବିଶେଷ; ଯହିଁ ଫଳରେ ଶତ୍ରୁର ପୀଡ଼ା ଜନ୍ମେ (ହି. ଶବ୍ଦସାଗର) — A kind of application of charm resulting in the enemy being afflicted with disease
- ସଂ. ବିଣ — ତାପଜନକ — Heating; generating heat
- ଦେ. ବିଣ — ସନ୍ତାପିତ — Afflicted