ତାପଜନକ Tāpa janaka

  • ସଂ. ବିଣ (ତାପ+ଜନି ଧାତୁ+କର୍ତ୍ତୃ. ଅକ) — ଉତ୍ତାପକାରୀ — Burning; heating
  • ସଂ. ବିଣ (ତାପ+ଜନି ଧାତୁ+କର୍ତ୍ତୃ. ଅକ) — ସନ୍ତାପଜନକ; ଯାହା ମନରେ ଦୁଃଖ ଜନ୍ମାଏ — Causing grief