ତାନ୍ତ Tānta
- ସଂ. ବିଣ. (ତମ୍ ଧାତୁ—ମ୍ଳାନ ହେବା+କର୍ତ୍ତୃ. ତ) — କ୍ଳାନ୍ତ; ଶ୍ରାନ୍ତ — Tired; pulled down
- ସଂ. ବିଣ. (ତମ୍ ଧାତୁ—ମ୍ଳାନ ହେବା+କର୍ତ୍ତୃ. ତ) — ମନ — Faded
- ସଂ. ବିଣ. (ତମ୍ ଧାତୁ—ମ୍ଳାନ ହେବା+କର୍ତ୍ତୃ. ତ) — ଦୁର୍ବଳୀକୃତ — Weakened; reduced
- ସଂ. ବିଣ. (ତମ୍ ଧାତୁ—ମ୍ଳାନ ହେବା+କର୍ତ୍ତୃ. ତ) — (ବହୁବ୍ରୀହି; ତ+ଅନ୍ତ)—ଯେଉଁ ଶବ୍ଦର ଅନ୍ତରେ 'ତ' ଅକ୍ଷର ଅଛି — (word) Ending with the letter ta
- ସଂ. ବିଣ. (ତମ୍ ଧାତୁ—ମ୍ଳାନ ହେବା+କର୍ତ୍ତୃ. ତ) — (ଯଥା—ଗତ, ମୃତ, ପୂତ, ହାରିତ।)