ତାନ୍ତ୍ରିକ Tāntrika

  • ସଂ. ବିଣ. (ତନ୍ତ୍ର+ସମ୍ବନ୍ଧ ବା ଜ୍ଞାନ ର୍ଥେ ଇକ) — ତନ୍ତ୍ର ସମ୍ବନ୍ଧୀୟ — Relating to the Tantras
  • ସଂ. ବିଣ. (ତନ୍ତ୍ର+ସମ୍ବନ୍ଧ ବା ଜ୍ଞାନ ର୍ଥେ ଇକ) — କଳା ବା ବିଦ୍ଯା ବିଶେଷର ପାରିଭାଷିକ (ଶବ୍ଦ) — Technical (words) (of a science or art)
  • ସଂ. ବିଣ. (ତନ୍ତ୍ର+ସମ୍ବନ୍ଧ ବା ଜ୍ଞାନ ର୍ଥେ ଇକ) — ତନ୍ତ୍ର ଶାସ୍ତ୍ର ବେତ୍ତା — Well acquainted with or versed in the Tantras
  • ସଂ. ବିଣ. (ତନ୍ତ୍ର+ସମ୍ବନ୍ଧ ବା ଜ୍ଞାନ ର୍ଥେ ଇକ) — ମାରଣ, ମୋହନ, ବଶୀକରଣାଦି ଅଭିଚାର ପ୍ରୟୋଗ କାରୀ — Applying tantric incantations or charms against people
  • ସଂ. ବିଣ. (ତନ୍ତ୍ର+ସମ୍ବନ୍ଧ ବା ଜ୍ଞାନ ର୍ଥେ ଇକ) — ବିଷେଷଜ୍ଞ — Specialising in any branch of knowledge
  • ସଂ. ବିଣ. (ତନ୍ତ୍ର+ସମ୍ବନ୍ଧ ବା ଜ୍ଞାନ ର୍ଥେ ଇକ) — ତନ୍ତୁ ସମ୍ବନ୍ଧୀୟ (ଜ୍ଞାନେନ୍ଦ୍ର) — Fibrous; relating to fibres
  • ସଂ. ବିଣ. (ତନ୍ତ୍ର+ସମ୍ବନ୍ଧ ବା ଜ୍ଞାନ ର୍ଥେ ଇକ) — ସାମ୍ପ୍ରଦାୟିକ ବା ବିଶିଷ୍ଟ ମତ ସମ୍ବନ୍ଧୀୟ — Sectarian
  • ସଂ. ବିଣ. (ତନ୍ତ୍ର+ସମ୍ବନ୍ଧ ବା ଜ୍ଞାନ ର୍ଥେ ଇକ) — ତନ୍ତ ସମ୍ବନ୍ଧୀୟ (ଜ୍ଞାନେନ୍ଦ୍ର) — Relating to the loom
  • ବି — ତନ୍ତ୍ରମତାବଲମ୍ବୀ ବ୍ଯକ୍ତି — Follower of the Tantras or an esoteric cult of the Hindus
  • ବି — ସିଦ୍ଧାନ୍ତଜ୍ଞ ବ୍ଯକ୍ତି — A scholar; a specialist
  • ବି — କୌଣସି ସମ୍ପ୍ରଦାୟଭୁକ୍ତ ବ୍ଯକ୍ତି — A sectarian; member of any sect
  • ବି — ଏକପ୍ରକାର ସନ୍ନିପାତ — A kind of typhoid fever