ତାନ୍ତବ Tāntaba

  • ସଂ. ବି. (ତନ୍ତୁ+ବିକାରାର୍ଥେ. ଅ) — ସୂତ୍ରନିର୍ମିତ ବସ୍ତ୍ର; ସୂତା ଲୁଗା — Cotton cloth
  • ବିଣ — ସୂତ୍ର ନିର୍ମିତ — Made of thread
  • ବିଣ — ତନ୍ତୁ ବା ସରୁ ଅଂଶୁ ବିଶିଷ୍ଟ — Fibrous
  • ବିଣ — ଯାହାକୁ (ଯେଉଁ ଧାତୁକୁ) ପିଟିକରି ବା ଓଟାରି ସରୁ ତାର କରାଯାଇ ପରେ — Ductile