ତାଣ୍ଡି Tāṇḍi
- ସଂ. ବି. କ୍ଳୀ (ତଣ୍ଡୁ=ମୁନିବିଶେଷ+ଇ) — ନୃତ୍ୟ ଶାସ୍ତ୍ର — The art or science of dancing
- ସଂ. ବି. କ୍ଳୀ (ତଣ୍ଡୁ=ମୁନିବିଶେଷ+ଇ) — (ଯଥା—ତଣ୍ଡୁମୁନି ନୃତ୍ୟକଳାର ଉଦ୍ଭାବକ ଥିବାର ପ୍ରସିଦ୍ଧ।)
- ପ୍ରାଦେ (ସିଂହଭୂମ) ବି — ବଡ଼ ପ୍ରାନ୍ତର ବା ପଡ଼ିଆ — a very large field; prairie
- ପ୍ରାଦେ (ସିଂହଭୂମ) ବି — (ଗଞ୍ଜାମ)
- ପ୍ରାଦେ (ସିଂହଭୂମ) ବି — ଏକ ପ୍ରକାର ଗୁଡ଼ — A kind of molasses