ତାତଗୁ Tātagu

  • ସଂ. ବି. ପୁଂ. (ତାତ=ପିତା+ଗମ୍ ଧାତୁ+କର୍ତ୍ତ ଉ; ଯେ ପିତାଙ୍କ ପରି ମାନ୍ୟ) — ଖୁଡ଼ୁତା; କକେଇ; ଖୁଲ୍ଲତାତ; ପିତୃବ୍ୟ — Younger paternal uncle