ତାଣ୍ଡବିବା Tāṇḍabibā

  • ଦେ. କ୍ରି (ସଂ. ତାଣ୍ଡବରୁ ଓଡ଼ିଆ ନାମ ଧାତୁ) — ତାଣ୍ଡବ ବା ଉଦ୍ଦଣ୍ଡ ନୃତ୍ୟ କରିବା — To dance in ecstasy