ତାଡ଼୍ଯମାନ Tāḍyamāna

  • ସଂ. ବିଣ. ପୁଂ (ତଡ଼ ଧାତୁ ଣିଜନ୍ତ ତାଡ଼ି ଧାତୁ+ କର୍ମ, ଅନ; ଯ ଓ ମ ର ଆଗମ) — ବାଦ୍ୟମାନ; ଆହତ — Being beaten (as a drum)
  • ସଂ. ବିଣ. ପୁଂ (ତଡ଼ ଧାତୁ ଣିଜନ୍ତ ତାଡ଼ି ଧାତୁ+ କର୍ମ, ଅନ; ଯ ଓ ମ ର ଆଗମ) — ପୀଡ଼୍ୟମାନ; ଯାହାକୁ ଦଣ୍ଡ ଦିଆ ଯାଉଅଛି — Being chastised or beaten; under- going beating
  • ସଂ. ବିଣ. ପୁଂ (ତଡ଼ ଧାତୁ ଣିଜନ୍ତ ତାଡ଼ି ଧାତୁ+ କର୍ମ, ଅନ; ଯ ଓ ମ ର ଆଗମ) — ଉତ୍ପୀଡ଼୍ୟମାନ — Being oppressed or harassed
  • ସଂ. ବିଣ. ପୁଂ (ତଡ଼ ଧାତୁ ଣିଜନ୍ତ ତାଡ଼ି ଧାତୁ+ କର୍ମ, ଅନ; ଯ ଓ ମ ର ଆଗମ) — ଯାହାକୁ ବାରଂବାର ପ୍ରହାର କରା ଯାଉଅଛି — Being struck repeatedly
  • ବି — ଏକପ୍ରକାର ଚର୍ମ ବାଦ୍ୟ; ଢକ୍କା; ଢୋଲ — A kind of drum