ତାଆଦାଦ୍ Tā-ādād

  • ବୈଦେ. ବି. (ଆ. ତଅଦାଦ୍=ସଂଖ୍ୟା; ସୁମାରି; ଗଣତି)— (କଚିରିଆ ଭାଷା) — ତାଦାଦ୍; ସଂଖ୍ୟା — Number
  • ବୈଦେ. ବି. (ଆ. ତଅଦାଦ୍=ସଂଖ୍ୟା; ସୁମାରି; ଗଣତି)— (କଚିରିଆ ଭାଷା) — ମୂଲ୍ୟ — Value
  • ବୈଦେ. ବି. (ଆ. ତଅଦାଦ୍=ସଂଖ୍ୟା; ସୁମାରି; ଗଣତି)— (କଚିରିଆ ଭାଷା) — ମକଦ୍ଦମାରେ କରାଯାଇ ଥିବା ଦାବୀର ପରିମାଣ — Money-value of a claim
  • ବୈଦେ. ବି. (ଆ. ତଅଦାଦ୍=ସଂଖ୍ୟା; ସୁମାରି; ଗଣତି)— (କଚିରିଆ ଭାଷା) — ମକଦ୍ଦମା ସଂକ୍ରାନ୍ତ ଦାବୀର କଳ୍ପିତ ମୂଲ୍ୟ — Value of the subject matter of a suit; valuation of a suit or claim
  • ବୈଦେ. ବି. (ଆ. ତଅଦାଦ୍=ସଂଖ୍ୟା; ସୁମାରି; ଗଣତି)— (କଚିରିଆ ଭାଷା) — (ଯଥା—ବର୍ତ୍ତମାନ କଟକର ମୁନସଫଙ୍କୁ ଟ 1 ଙ୍କା ତାଦାଦର ନମ୍ବରୀ ମକଦମାମାନ ବିଚାର କରିବାର କ୍ଷମତା ହାଇକୋଟ୍ ଦେଇ ଅଛନ୍ତି।) — (ଯଥା—ବର୍ତ୍ତମାନ କଟକର ମୁନସଫଙ୍କୁ ଟ1ଙ୍କା ତାଦାଦର ନମ୍ବରୀ ମକଦମାମାନ ବିଚାର କରିବାର କ୍ଷମତା ହାଇକୋଟ୍ ଦେଇ ଅଛନ୍ତି)
  • ବୈଦେ. ବି. (ଆ. ତଅଦାଦ୍=ସଂଖ୍ୟା; ସୁମାରି; ଗଣତି)— (କଚିରିଆ ଭାଷା) — କବାଲା, ଦାନପତ୍ର, ଋଣପତ୍ର ଆଦି ଦଲିଲରେ ଲେଖା ଥିବା ସମ୍ପତ୍ତି ବା ଧନର ମୂଲ୍ୟ ବା ପରିମାଣ — Money-value of the subject-matter of a document