ତାଆ ମାରିବା Tā-ā māribā

  • ଦେ. କ୍ରି — ଭାତିକୁ ତାଇବା — To blow the bellows
  • ଦେ. କ୍ରି — ଦୁଇଖଣ୍ଡ ଲୁହାକୁ ତରଳି ଥିବା ଅବସ୍ଥାରେ ଯୋଡ଼ି କରି ଏକତ୍ର ପିଟିବା — To join two pieces of iron while they are malleable