ତାଇ ତାଇ Tāi tāi

  • ଦେ. ଅ (ଶିଶୁରଞ୍ଜନ) — ଶିଶୁମାନଙ୍କୁ ତାଳି ମାରିବାକୁ ଶିଖାଇବା ସମୟରେ ପ୍ରାପ୍ତବୟସ୍କାମାନେ ଓ ଶିଶୁମାନେ ଯେଉଁ ଶବ୍ଦ ଉଚ୍ଚାରଣ କରନ୍ତି — The repetition of the word Tāḻi by elders and children while the latter are taught to clap their hands
  • ଦେ. ଅ (ଶିଶୁରଞ୍ଜନ) — [ଦ୍ର—ଶିଶୁମାନେ ସ୍ୱଭାବତଃ 'ତାଳି' ଉଚ୍ଚାରଣ କରି ନ ପାରି 'ତାଇ' ଉଚ୍ଚାରଣ କରିବାକୁ ପ୍ରାପ୍ତବୟସ୍କମାନେ ମଧ୍ୟ ତାଙ୍କ ଅନୁ— କରଣରେ 'ତାଳି ତାଳି' ନ କହି 'ତାଇତାଇ' କହି ଥାଆନ୍ତି।]