ତାଇ Tai
- ଗ୍ରା. ସର୍ବ (ସଂ. ତତ+ ହି) — ତାହାହିଁ; ସେହି କଥାହିଁ — That too; that also; certainly that
- ଗ୍ରା. ସର୍ବ (ସଂ. ତତ+ ହି) — ତାହା ସୁଦ୍ଧା; ତାହା ମଧ୍ୟ — Even that
- ଦେ. ବି—(ସଂ. ତାପ) — ଛୋଟ ତାଉଆ; ରୁଟି ସେକିବାର ଚଟକା କରେଇ — A small-sized flat frying pan
- ଦେ. ବି—(ସଂ. ତାପ) — ମୋହର ଚିହ୍ନ; ଛାପ — Seal
- ପ୍ରାଦେ. (ସମ୍ବଲପୁର) ବି — ମାଟି ତେଲୁଣି — An earthen pan
- ପ୍ରାଦେ. (ଗଡ଼ଜାତ) ବି — ମହରଡ଼ା — A kind of flat and long bean
- ଦେ ବିଣ — ତୀକ୍ଷ୍ଣ; ଚଞ୍ଚଳିଆ; ତେଜୀୟାନ୍ — Sharp; fiery; mettled
- ଦେ ବିଣ — (ଯଥା—ଘୋଡାଟା ଭାରି ତାଇ ହୋଇଛି।)
- ଦେ ବିଣ — ଜଳୁଥିବା — Burning; flaming; blazing
- ଦେ ବିଣ — (ଯଥା—ନିଆଁଟା ଭାରି ତାଇ ହୋଇଛି।)
- ଦେ ବିଣ — ନିଆଁରେ ପାଚିକରି ନାଲି ହୋଇଥିବା (ଲୁହା ଆଦି) — Red hot (metal)
- ଦେ. ଅ — ତାଇ ତାଇ (ଦେଖ) — 3. Tāi tāi (See)