ତହସିଲ୍ Tahasil

  • ବୈଦେ. ବି. (ଆ; ଏହି ଆରବୀ ଶବ୍ଦ ଅସୁଲ ବା ୱସୁଲ ମୂଳ ଶବ୍ଦର ବହୁ ବଚନ; ବହୁବାର ଅସୁଲ କରିବା ଏହି ଶବ୍ଦର ଅର୍ଥ — ପ୍ରଜାମାନଙ୍କଠାରୁ ଖଜଣା ଅସୁଲ; ରାଜକର ଆଦାୟ କରିବା — Realisation or collection of rent or revenue from tenants
  • ବୈଦେ. ବି. (ଆ; ଏହି ଆରବୀ ଶବ୍ଦ ଅସୁଲ ବା ୱସୁଲ ମୂଳ ଶବ୍ଦର ବହୁ ବଚନ; ବହୁବାର ଅସୁଲ କରିବା ଏହି ଶବ୍ଦର ଅର୍ଥ — ଜଣେ ତହସିଲଦାରଙ୍କ ଅଧୀନ ଇଲାକା — Tahasil; jurisdiction under the charge of one Tahasilder
  • ପ୍ରାଦେ. (ସମ୍ବଲପୁର) ବି. — ଜିଲ୍ଲାର ରାଜସ୍ୱ ସଂକ୍ରାନ୍ତ ସବ୍ଡିଭିଜନ୍ — Tahasil or revenue subdivision of a district
  • ପ୍ରାଦେ. (ସମ୍ବଲପୁର) ବି. — [ଦ୍ର—ଏହି ଆରବୀ ଶବ୍ଦ ଇଂରାଜୀ ଭାଷାରେ ଚଳିଲାଣି; ଏ ଶବ୍ଦ ଅସୁଲ ଶବ୍ଦ ପରେ ସହଚରରୁପେ ବ୍ଯବହୃତ ହୁଏ।]