ତହସିଲ୍ ଖରଚା Tahasil kharachā

  • ବୈଦେ. ବି. (ଆ. ତହସିଲ+ଖରଚା) — ଖଜଣା ଆଦାୟର ବ୍ଯୟ ନିର୍ବାହ ପାଇଁ ପ୍ରଜାଙ୍କଠାରୁ ଯେଉଁ ଅତିରିକ୍ତ କର ଜମିଦାର ଆଦାୟ କରନ୍ତି — Money realised from rayats to meet the collection-charges